ମଣ୍ତିରୁ ଧାନ ନ ଉଠିବାରୁ ରାସ୍ତା ଅବରୋଧ କଲେ ଚାଷୀ

ମାଥିଲି: ମଣ୍ଡିରୁ ଉଠୁନି ଧାନ। ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ମଣ୍ତିରେ। ଗତ ଏକ ସପ୍ତାହ ହେବ ମଣ୍ତିରୁ ଧାନ ଉଠୁନଥିବାବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ତିରେ ପଡି ରହିଛି। ତେବେ ମଣ୍ତିରୁ ଧାନ ଉଠାଇବାକୁ ପଦକ୍ଷେପ ନେଉନାହିଁ ପ୍ରଶାସନ। ଏପଟେ ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟକରି ବର୍ଷତମାମ ଧାରକରଜ କରି … Continue reading ମଣ୍ତିରୁ ଧାନ ନ ଉଠିବାରୁ ରାସ୍ତା ଅବରୋଧ କଲେ ଚାଷୀ